ମଦ ଉପରୁ ଛାଡ଼ ହେଲା କୋଭିଡ ଟ୍ୟାକ୍ସ, ବଢ଼ିଲା ଏମ୍ଆରପି: ଏଯାଏଁ ମିଳିଛି ୨୦୦ କୋଟିର ରାଜସ୍ୱ
ଭୁବନେଶ୍ୱର: ମଦ ଉପରେ ଲାଗୁ କୋଭିଡ ଶୁଳ୍କ ହ୍ରାସ କରିଛି ଅବକାରୀ ବିଭାଗ । ପୂର୍ବରୁ ୫୦ ପ୍ରତିଶତର କୋଭିଡ ଟ୍ୟାକ୍ସ ଲାଗୁ ହୋଇଥିବା ବେଳେ ଟ୍ୟାକ୍ସକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି । ଅର୍ଥାତ ବର୍ତ୍ତମାନ କୋଭିଡ ଟ୍ୟାକ୍ସ ଲାଗୁ ହୋଇଥିବା ଯୋଗୁଁ ଲୋକେ ଯେଉଁ ଦରରେ ମଦ କିଣୁଛନ୍ତି ତାହା ଅପେକ୍ଷା କମ୍ ଦାମ୍ରେ ମଦ କିଣିପାରିବେ । ପଡ଼ୋଶୀ ରାଜ୍ୟର ଲାଗୁ ଶୁଳ୍କକୁ ଆଖି ଆଗରେ ରଖି ଅବକାରୀ ବିଭାଗ ପକ୍ଷରୁ ଏଭଳି … Continue reading ମଦ ଉପରୁ ଛାଡ଼ ହେଲା କୋଭିଡ ଟ୍ୟାକ୍ସ, ବଢ଼ିଲା ଏମ୍ଆରପି: ଏଯାଏଁ ମିଳିଛି ୨୦୦ କୋଟିର ରାଜସ୍ୱ
Copy and paste this URL into your WordPress site to embed
Copy and paste this code into your site to embed