କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି
ଭୁବନେଶ୍ୱର: କରୋନା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରିଛନ୍ତି ଏସଆରସି । ସାରା ଦେଶରେ କରୋନା ନିଜ କାୟା ବିସ୍ତାର କରୁଥିବା ବେଳେ ଓଡ଼ିଶାରେ କରୋନା ସନ୍ଦଗ୍ଧ ଦୁଇ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତେବେ ମହାମାରୀ କରୋନା ଠାରୁ କିପରି ଦୂରେଇ ରହିବେ ତା ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି । . କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନତା ପାଇଁ ଆଡଭାଇଜରି । . ନିଜ କାର୍ଯ୍ୟାଳୟର ସମସ୍ତ … Continue reading କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି
Copy and paste this URL into your WordPress site to embed
Copy and paste this code into your site to embed