ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର
ନୂଆଦିଲ୍ଲୀ: କରୋନା ଭାଇରସ କରାଣରୁ ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ ହୋଇଛି । ଯଦି କେନ୍ଦ୍ର ସରକାରଙ୍କ ହିସାବକୁ ମାନି ନିଆଯାଏ ତେବେ ଭାଇରସ କାରଣରୁ ହେଉଥିବା ସଂକ୍ରମଣକୁ ପ୍ରଥମ ଫେଜରେ ରୋକିବାରେ ସଫଳ ହୋଇଛନ୍ତି ସରକାର । ଲକ୍ ଡାଉନକୁ ଏକାଥରକେ ଉଠା ନଯାଇ ଅଲଗା ଅଲଗା ଫେଜରେ ଉଠା ଯାଇପାରେ ବୋଲି ଏବେ ସମ୍ଭାବନା ବ୍ୟକ୍ତ କରାଯାଉଛି । ସରକାରଙ୍କ ସାମ୍ନାରେ ସବୁଠୁ ବଡ ଚ୍ୟାଲେଂଜ୍ … Continue reading ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର
Copy and paste this URL into your WordPress site to embed
Copy and paste this code into your site to embed