ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ

ସେୟାର ବଜାର ଉପରେ କରୋନା ମାଡ଼ । ପୂରା ଏସିଆ ମହାଦେଶର ବଜାର ଉପରେ ପଡିଛି କରୋନା ଭୂତାଣୁର ପ୍ରଭାବ । ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସେୟାର ଖସିଛି । ପ୍ରାୟ ହଜାରେରୁ ଅଧିକ ଅଙ୍କ ଖସିଛି ସେନସେକ୍ସ । କରୋନାର ପ୍ରଭାବ ସାରା ବିଶ୍ୱର ଷ୍ଟକ ଏକ୍ସଚେଞ୍ଜ ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୧୦୦୦ରୁ ଅଧିକ ଅଙ୍କ ହ୍ର।ସ ହୋଇଛି । … Continue reading ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ