ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ
ଭୁବନେଶ୍ୱର: କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ । ଦେଶକୁ ଦେଶ ଡ଼େଉଁଥିବା ମହାମାରୀ କରୋନାରୁ ବଞ୍ଚିବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରଣ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ୩ ହଜାରରୁ ଅଧିକ ଟପିଲାଣି । ଭାରତରେ ମଧ୍ୟ କରୋନାର ସଂଖ୍ୟା ଏବେ ଧିରେ ଧିରେ ବଡ଼ିବାରେ ଲାଗିଲାଣି । ଓଡ଼ିଶାରେ ସନ୍ଦିଗ୍ଧଙ୍କୁ ଦେଖିବା ପରେ ତତ୍ପର ହୋଇଛି ସରକାର । ଯାହାକୁ ନେଇ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ … Continue reading ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ
Copy and paste this URL into your WordPress site to embed
Copy and paste this code into your site to embed