କ୍ୟାବିନେଟରେ ସରକାରଙ୍କ ସଂକଳ୍ପ; ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର: ସର୍ବସମ୍ମତି କ୍ରମେ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି ପ୍ରସ୍ତାବ। ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସଂକଳ୍ପ । ଚାଷୀ ଏବଂ କୃଷିକୁ ନେଇ ସମଗ୍ର ଦେଶରେ ଏକପ୍ରକାର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାର କୃଷିଙ୍କ ହିତ ସାଧନରେ କୃଷି ନୀତି ୨୦୨୦ ସମୃଦ୍ଧିକୁ ଦେଇଛନ୍ତି ମଞ୍ଜୁରୀ । ଏହି ସଂକଳ୍ପରେ କୃଷକଙ୍କ ପାଇଁ ରାଜ୍ୟ ସରକାର ଏମଏସପି ଦେଢ ଗୁଣା ଦାବି କରିଛନ୍ତି । ସ୍ୱାମିନାଥନ କମିଶନ ଅନୁସାରେ ଚାଷୀଙ୍କ ଉତ୍ପାଦିତ … Continue reading କ୍ୟାବିନେଟରେ ସରକାରଙ୍କ ସଂକଳ୍ପ; ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ
Copy and paste this URL into your WordPress site to embed
Copy and paste this code into your site to embed