କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବ ସତ୍ତ୍ୱେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ । ଏହାରି ମଧ୍ୟରେ ଖବର ଆସୁଛି ଯେ, କିଛି ସ୍ୱତନ୍ତ୍ର ଔଷଧ ଦ୍ୱାରା ଟ୍ରମ୍ପଙ୍କ ଚିକିତ୍ସା ଚାଲିଛି । ଯାହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ ।             ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଟ୍ରମ୍ପଙ୍କୁ ମୂଷାଠାରୁ ପ୍ରସ୍ତୁତ ହୋଇଥିବା ଆଣ୍ଟିବଡି  ଦିଆଯାଇଛି । ଏହି ଔଷଧର ବ୍ୟବହାର ସାଧାରଣ … Continue reading କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି