ପରୀ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରିବ SITର ୫ ଜଣିଆ ଟିମ୍
ଭୁବନେଶ୍ୱର: ଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ ଏସାଇଟି । ଏନେଇ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏନେଇ ଗୃହକୁ ଅବଗତ କରାଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ହାଇକୋର୍ଟ ରେଜିଷ୍ଟ୍ରରକୁ ଚିଠି କରାଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି କରିଛନ୍ତି । ଗଠିତ ଏସଆଇଟିର ନେତୃତ୍ୱ ନେବେ ଆଇଜି ଅରୁଣ ବୋଥ୍ରା । ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ … Continue reading ପରୀ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରିବ SITର ୫ ଜଣିଆ ଟିମ୍
Copy and paste this URL into your WordPress site to embed
Copy and paste this code into your site to embed