ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

ମୁମ୍ବାଇ: ମହାରାଷ୍ଟ୍ରର ପରଭଣିରୁ ଶିବସେନା ସାଂସଦ ଥିବା ସଞ୍ଜୟ ଯାଦବ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦିଆଯାଇଛି । ପୋଲିସରେ ଅଭିଯୋଗ ପ୍ରକାରେ ୧୮ ଅକ୍ଟୋବରକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାନ୍ଦେଡ ରିନ୍ଦା ଗ୍ୟାଙ୍ଗକୁ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦେଇଛି । ସାଂସଦ ସଞ୍ଜୟ ଯାଦବ ନାନଲପେଠ ପୋଲିସରେ ଏନେଇ ଅଭିଯୋଗ କରିଥନ୍ତି । ଏତିକି ନୁହେଁ, ସେ ହତ୍ୟା ସୁପାରି କଥାକୁ … Continue reading ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି