କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା
ମୁମ୍ବାଇ: କଙ୍ଗନା ରାଣାୱତଙ୍କ ବିରୋଧରେ ବିଏମସି ପକ୍ଷରୁ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସିଧାସଳଖ ଏଭଳି ମନ୍ତବ୍ୟ ଦେଇନଥିଲେ ମଧ୍ୟ ବିଏମ୍ସିର ଏହି ପଦକ୍ଷେପକୁ ସମର୍ଥନ କରୁନାହାନ୍ତି ଶିବସେନା ସହ ମେଣ୍ଟ ସରକାରରେ ଭାଗିଦାର ଥିବା ଏନ୍ସିପି ସୁପ୍ରିମୋ ଶରଦ ପାଓ୍ୱାର । ସେ କହିଛନ୍ତି ବିଏମ୍ସି ଏଭଳି ଆଚରଣ ଦେଖାଇବା ଜରୁରୀ ନଥିଲା । ଶରଦ ପାଓ୍ୱାରଙ୍କ ପୂର୍ବରୁ ଅନେକ ଶିବସେନା ସମର୍ଥକ ମଧ୍ୟ ବିଏମ୍ସିର ଏଭଳି ଆଚରଣକୁ … Continue reading କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା
Copy and paste this URL into your WordPress site to embed
Copy and paste this code into your site to embed