ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା

ପୁରୀ: ହୋଟେଲରୁ ଅସଞ୍ଜତ  ଅବସ୍ଥାରେ ଜଣେ ନେତାଙ୍କୁ ଉଦ୍ଧାର କଲା ପୋଲିସ୍ । କେବଳ ସେତିକି ନୁହେଁ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ପୁରୀରେ ଘୂରି ବୁଲୁଛି । ଏହି ନେତାଙ୍କ ଘର ଯାଜପୁର ରୋଡ୍‌ରେ ବୋଲି କୁହାଯାଉଛି । ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଫଟୋଗୁଡ଼ିକୁ ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି, ସେ ଏକ ରାଜନୈତିକ ଦଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ପୁରୀ ବଳିଆପଣ୍ଡା … Continue reading ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା