କରୋନା ଟିକା ନେଇ ବଢ଼ିଲା ଅନିଶ୍ଚିତତା: କୋଭିସିଲ୍ଡର ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକ୍ସିନର ପ୍ରସ୍ତୁତି ନେଇ ବଡ଼ ଝଟକା । ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚାଲିଥିବା ଟିକା ପରୀକ୍ଷଣ ସ୍ଥଗିତ ।  ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କରୋନା ଭାଇରସର ଟିକାର ଚାଲିଥିଲା ପରୀକ୍ଷଣ । ଦେଶର ପ୍ରାୟ ୧୭ଟି ସ୍ଥାନରେ ଏହି ଟିକାର ପରୀକ୍ଷଣ ଚାଲିଥିଲା । ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’(DCGI)ଙ୍କ ନିର୍ଦ୍ଦେଶ ଯାଏଁ ପରୀକ୍ଷଣ ଉପରେ ରୋକ୍ ଲଗାଯାଇଛି । ଆଷ୍ଟ୍ରାଜେନିକା( ଟିକା ନିର୍ମାରକାରୀ ବ୍ରିଟିସ କମ୍ପାନୀ ) … Continue reading କରୋନା ଟିକା ନେଇ ବଢ଼ିଲା ଅନିଶ୍ଚିତତା: କୋଭିସିଲ୍ଡର ପରୀକ୍ଷଣ ସ୍ଥଗିତ