ବିକଶିତ ହେଉଛି ଆଣ୍ଟିବଡ଼ି, ଶୀତ ଦିନେ ଆହୁରି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର :କଟକ ମହାନଗର ନିଗମ(ସିଏମସି)ରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ପରେ ନିକଟରେ କଟକର ସେରୋ ସର୍ଭେ କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଗୁରୁବାର ସୂଚନା ଦେଇଛନ୍ତି । ଅଙ୍ଗନାବାଡି,ସ୍ୱଚ୍ଛକର୍ମୀ ଏବଂ ଆଶା କର୍ମୀମାନେ ଏହି ସର୍ଭେ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ଆରଏମଆରସିର ୫ଟି ଟିମ୍ ମଧ୍ୟ ଏହି ସର୍ଭେରେ ସହଯୋଗ କରିଥିଲେ । କଟକ ସହରରରେ ୨ ପ୍ରକାରର ସେରୋ … Continue reading ବିକଶିତ ହେଉଛି ଆଣ୍ଟିବଡ଼ି, ଶୀତ ଦିନେ ଆହୁରି ସତର୍କ ରହିବାକୁ ପରାମର୍ଶ