ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ

ଭୁବନେଶ୍ୱର: ନବମ ଶ୍ରେଣୀ ଭୂଗୋଳ ବହିରେ ଥିବା ଭୁଲ ସଂଶୋଧନ ହେବ । ବହିରେ ଥିବା ଭୁଲ୍ ତଥ୍ୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ୱୀକାର କରିଛନ୍ତି । ଏନେଇ ବୋର୍ଡ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ନବମ ଶ୍ରେଣୀ ବହିର ୧୮ ନମ୍ବର ପୃଷ୍ଠାରେ ରାଜ୍ୟ ସମ୍ପର୍କରେ ଭୁଲ୍ ତଥ୍ୟ ଥିବା ସହ ଶବ୍ଦ ସଂଯୋଜନା ଠିକ୍ ନଥିଲା । ରାଜ୍ୟ ସରକାରଙ୍କ … Continue reading ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ