ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି
ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା । ଶ୍ରମ ବିଭାଗ ନିକଟରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟାଇମ୍ ପିଟିସନ ଦାଖଲ ହୋଇଛି । ୧୦ ଦିନ ସମୟ ମାଗିଛନ୍ତି ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ । ଆଜି ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ୍ ହୋଇଥିଲା । ପ୍ରତିନିଧିଙ୍କ ଜରିଆରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ ଟାଇମ୍ ପିଟିସନ ଦାଖଲ କରିଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ଶ୍ରମ … Continue reading ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି
Copy and paste this URL into your WordPress site to embed
Copy and paste this code into your site to embed