ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ଖୋର୍ଦ୍ଧା: ସାରୁଅ ଜମି ଜାଲିଆତି ମାମଲା । ଠିକା କର୍ମଚାରୀଙ୍କୁ ବହିଷ୍କାର ବିରୋଧରେ ଆଜି ୪ର୍ଥ ଦିନରେ ସାରୁଅ ସ୍ଥିତ ଓଟିଭି ୟୁନିଟ ଅଫିସ୍‌ ଗେଟ ଆଗରେ ଧାରଣା ଜାରି ରହିଛି । ସେପଟେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, … Continue reading ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର