ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ଏଥର ଦୀପାବଳି ହେବ ବିଶେଷ । କାରଣ ଦିପାବଳୀରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ବମ୍ଫର ଉପହାର । ଏହି ଦିପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀ ୧୫ ପ୍ରତିଶତ ବେତନ ବୃଦ୍ଧି ଉପହାର ମିଳିଛି । ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ୭,୮୯୮ କୋଟି ଟଙ୍କା ଭାର … Continue reading ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ