ଅମ୍ଫାନ ବାତ୍ୟା: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧ ହଜାର କୋଟି ଟଙ୍କା ସାହାଯ୍ୟ ଘୋଷଣା
କୋଲକୋତା: ବାତ୍ୟା ଅମ୍ଫାନ ପରବର୍ତ୍ତି ପରିସ୍ଥିତି ଅନୁଧ୍ୟାନରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାରମ୍ଭିକ ସାହାଯ୍ୟ ଭାବେ ପଶ୍ଚମବଙ୍ଗକୁ ୧ ହଜାର କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳ ୧୦.୩୦ ମିନିଟରେ କୋଲକୋତାରେ ପହଂଚିଥିଲେ । କୋଲକୋତାରୁ ସେ ବିମାନଯୋଗେ ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଥିଲେ । ବିମାନରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିଲେ । ଆକାଶ … Continue reading ଅମ୍ଫାନ ବାତ୍ୟା: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧ ହଜାର କୋଟି ଟଙ୍କା ସାହାଯ୍ୟ ଘୋଷଣା
Copy and paste this URL into your WordPress site to embed
Copy and paste this code into your site to embed