ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..

ଭୁବନେଶ୍ୱର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ମିଳିବ ପ୍ଲାଜମା  । ପଶ୍ଚିମ ଓଡ଼ିଶାର ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହି ଥେରାପି ବରଦାନ ପାଲଟିବ ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ଏଥିରେ ରାଉରକେଲାର IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ … Continue reading ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..