ବାରବାଟୀରେ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଓପନର ରୋହିତ ଶର୍ମା

ମୁମ୍ବାଇ : ବାରବାଟୀ ହୋଇଛି ରୋହିତ ଶର୍ମାଙ୍କ ପାଇଁ ଫେବରିଟ୍ । ଦିନିକିଆରେ ଶ୍ରୀଲଙ୍କାର ସନତ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଛନ୍ତି  ଭାରତର ଏ ଧୁଆଁଧାର ଓପନର ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନର ଭାବେ ସର୍ବାଧିକ ରନ୍ କରିବାରେ ରୋହିତ ନୂଆ ରେକର୍ଡ କରିଛନ୍ତି । ୨୪୪୨ ରନ୍ କରି ସନତ୍ ଜୟସୁରିଆଙ୍କର ୨୩୮୭ ରନର ରେକର୍ଡ କାଟିଛନ୍ତି ରୋହିତ । ଆଜି ବାରବାଟୀରେ ରୋହିତ ୬୩ ରନର ପାରି ଖେଳିଛନ୍ତି । ଏହାକୁ ମିଶାଇ … Continue reading ବାରବାଟୀରେ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଓପନର ରୋହିତ ଶର୍ମା