ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ ଝଟକା…ଏକା କରି ଚାଲିଗଲେ ଋଷି
ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ବର୍ଷିୟାନ୍ ଅଭିନେତା ଋଷି କପୁର। ବରିଷ୍ଠ ଅଭିନେତା ଋଷି କପୁରଙ୍କର ଆଜି ଦେହାନ୍ତ ହୋଇଛି । ତେବେ ଏହା ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏବ ବଡ କ୍ଷତି । ଗତ କାଲି ମୁମ୍ବାଇ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିଲେ । ଟୁଇଟ କରି ଅମିତାଭ ବଚ୍ଚନ ଏନେଇ ସୂଚନା ଦେଇଛନ୍ତି । ୬୭ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । https://twitter.com/SrBachchan/status/1255709029336322048 ଋଷି କପୁର କ୍ୟାନ୍ସର … Continue reading ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ ଝଟକା…ଏକା କରି ଚାଲିଗଲେ ଋଷି
Copy and paste this URL into your WordPress site to embed
Copy and paste this code into your site to embed