ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି
୧୯୯୯ ମସିହା ଅକ୍ଟୋବର ୨୯ । ଓଡ଼ିଶା ଇତିହାସ ପୃଷ୍ଠାରେ ଏକ ଅଶୁଭ ଶୁକ୍ରବାରର କାଳିମା । ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କାରୀ ମହାବାତ୍ୟା ।ଏବେ ବି ସେହି ଦୃଶ୍ୟ ମନେପଡିଲେ ଟାଙ୍କୁରି ଉଠେ ଲୋମମୂଳ । ଏପରି କୁହନ୍ତି ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକେ । ବେଶି କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ । ଛାରଖାର ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲା । ବିଶେଷ କରି ବାଲିକୁଦା ବ୍ଲକର ବନ୍ଦର, ନହରଣା ଅଞ୍ଚଳ … Continue reading ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି
Copy and paste this URL into your WordPress site to embed
Copy and paste this code into your site to embed