ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ
କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ୨୧ ଦିନିଆ ଲକଡାଉନ ହୋଇଛି | ଏପରି ପରିସ୍ଥିତିରେ ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡୁଛି | କିନ୍ତୁ ଏହା ମଧ୍ୟରେ ବଡ ଖବର ଆସିଛି। ଏକ ବଡ଼ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ରମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଟିଭିରେ ପ୍ରସାରିତ ହେବ। ପୁନର୍ବାର ରମାନନ୍ଦ ସାଗରଙ୍କ ରାମାୟଣ ଦେଖିବାକୁ ମିଳିବ ପ୍ରକାଶ ଜାଭଡେକର ଟୁଇଟ୍ କରି ଲୋକଙ୍କୁ … Continue reading ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ
Copy and paste this URL into your WordPress site to embed
Copy and paste this code into your site to embed