Rajasthan politics : ପୁଣି ବୁହାହେଲେ ବିଧାୟକ,ଏଥର ଜୈସଲମେର

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରିଥିବା ନାଟକ ଭିତରେ ପୁଣି ବିଧାୟକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେବା ପରେ ଆଜି କଂଗ୍ରେସ କ୍ୟାମ୍ପରେ ଗତିବିଧି ବଢିଯାଇଥିଲା । ଶୁକ୍ରବାର ଦିନ କଂଗ୍ରେସ ବିଧାୟକଙ୍କୁ ପୁଣିଥରେ ହୋଟେଲରୁ ସିଫ୍ଟ କରାଯାଇଛି । କେବଳ ହୋଟେଲ ନୁହେଁ ସେମାନଙ୍କୁ ଅଧିବେଶନ ପର୍ଯ୍ୟନ୍ତ ଅନ୍ୟ ସହରକୁ ହିଁ ପଠାଇ ଦିଆଯାଇଛି । ଶୁକ୍ରବାର ମଧ୍ୟାହ୍ନ ୧୨.୧୧ ମିନିଟରେ ଜୟପୁରର ଫାୟାର … Continue reading Rajasthan politics : ପୁଣି ବୁହାହେଲେ ବିଧାୟକ,ଏଥର ଜୈସଲମେର