ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ନୂଆଦିଲ୍ଲୀ: ଲକ୍‌ଡାଉନ ପରେ ଆରମ୍ଭ ହେବକି ବିମାନ ସେବା ? ଟ୍ରାକରେ ପୁଣି କେବେ ଦୌଡ଼ିବ ରେଳ ଗାଡ଼ି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କରୋନା ସଂକ୍ରମଣର ବର୍ତ୍ତମାନର ସ୍ଥିତି ଓ ଆଗାମି ରଣନୀତି ନେଇ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM) ବୈଠକରେ ଆଲୋଚନା ହୋଇଛି । ବିଗୁଡ଼ୁଥିବା ସ୍ଥିତିକୁ ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରିବା ପରେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ଉପରେ ଅସହମତି ପ୍ରକାଶ … Continue reading ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି