ରାହୁଲଙ୍କ ଟାର୍ଗେଟରେ ’ରାଫେଲ୍’ ଡିଲ୍: ୫୨୬ କୋଟିର ରାଫେଲ୍ ଜେଟ୍, କେମିତି ୧୬୭୦ କୋଟି ହେଲା?

ନୂଆଦିଲ୍ଲୀ:  ବାୟୁସେନାରେ ସାମିଲ ହୋଇଛି ରାଫେଲ୍ ବିମାନ । ଯାହାକୁ ନେଇ ଖୁସି ବ୍ୟକ୍ତି କରିବା ସହ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀ ରାଫେଲ୍‌ ବିମାନ ସମ୍ପର୍କରେ ମୋଦି ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, 526 କୋଟିର ଏୟାରକ୍ରାଫ୍ଟ ୧୬୭୦ କୋଟି କିପରି ହେଲା ତାହା ସରକାର ଜଣାଇବା ଉଚିତ୍? ୧୨୬ ବଦଳରେ କାହିଁକି ୩୬ ରାଫେଲ୍‌ ବିମାନ କ୍ରୟ କରାଗଲା … Continue reading ରାହୁଲଙ୍କ ଟାର୍ଗେଟରେ ’ରାଫେଲ୍’ ଡିଲ୍: ୫୨୬ କୋଟିର ରାଫେଲ୍ ଜେଟ୍, କେମିତି ୧୬୭୦ କୋଟି ହେଲା?