ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର

ନୂଆଦିଲ୍ଲୀ: ମାନ୍ଦା ଅର୍ଥନୀତିକୁ ନେଇ ଜୁଝୁଥିବା ଭାରତକୁ ଆଉ ଏକ ଝଟକା । ପୁଣି ଖସିଲା ବିକାଶ ଅଭିବୃଦ୍ଧି ହାର । ୨୦୧୯-୨୦ ପ୍ରଥମ ତୈମାସିକରେ ଅଭିବୃଦ୍ଧି ହାର ୫ ପ୍ରତିଶତ ଥିଲା । ଏହା ଦ୍ୱିତୀୟ ତୈମାସିକରେ ୪.୫ ପ୍ରତିଶତକୁ ଖସି ଆସିଛି । ବିଗତ ୭ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ହ୍ରାସ ସର୍ବାଧିକ ।୨୦୧୩ ମସିହାରେ ଦେଶର ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଥିଲା । ଗତ ତୈମାସରେ ଜିଡିପି ୫% ଥିବା … Continue reading ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର