କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଘର ଛାଡିବା ପାଇଁ ନୋଟିସ । ଏକ ମାସ ମଧ୍ୟରେ ଘର ଛାଡିବା ପାଇଁ ଆବାସ ଓ ସହରାଂଚଳ ମନ୍ତ୍ରଣାଳୟ ତରଫରୁ ପ୍ରିୟଙ୍କାକୁ ନୋଟିସ ଜାରି କରାଯାଇଛି । ନୋଟିସରେ ତାଙ୍କୁ ଅଗଷ୍ଟ ୧ ସୁଧା ବଙ୍ଗଳା ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରଣାଳୟ ଦ୍ୱାରା ଏସପିଜି ସୁରକ୍ଷା ହଟାଇବା ପରେ ପ୍ରିୟଙ୍କାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ଜେଡ୍ ପ୍ଲସରେ ସୁରକ୍ଷାଗତ କାରଣରୁ ବଙ୍ଗଳା … Continue reading କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ