ମନ୍ଦିର ଜମି ପାଇଁ ପେଟ୍ରୋଲ ଢାଳି ପୂଜାରୀଙ୍କୁ ଜିଅନ୍ତା ଜାଳିଦେଲେ, ଜଣେ ଗିରଫ

ଜୟପୁର: ଜମି ପାଇଁ ମନ୍ଦିର ପୂଜାରୀଙ୍କୁ ବୀଭତ୍ସ ହତ୍ୟା । ରାଜସ୍ଥାନର କରୌଲିରେ ଦୁଇଦିନ ତଳେ ବର୍ବର ହତ୍ୟାକାଣ୍ଡ ଘଟିଛି । ଜମି ବିବାଦକୁ ନେଇ ପୂଜାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପୂଜାରୀଙ୍କୁ ଜୟପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂଜାରୀଙ୍କ ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କୈଳାସ ମୀଣାଙ୍କୁ କରୌଲି ପୋଲିସ ଗିରଫ କରିଛି … Continue reading ମନ୍ଦିର ଜମି ପାଇଁ ପେଟ୍ରୋଲ ଢାଳି ପୂଜାରୀଙ୍କୁ ଜିଅନ୍ତା ଜାଳିଦେଲେ, ଜଣେ ଗିରଫ