କୋଭିଡ କଣ୍ଟ୍ରୋଲ ରୁମ୍ରୁ କ୍ରାଇମ୍: ପ୍ରଥମେ ପ୍ରେମ ନିବେଦନ, ନମାନିବାରୁ ଧମକ
ଭୁବନେଶ୍ୱର: ପୁଣି ଖାକିରେ ଦାଗ । ଅଭିଯୋଗ ଆସିଛି କମିଶନରେଟ୍ ପୋଲିସର ଜନୈକ ଅଧିକାରୀଙ୍କ ବିରୋଧରେ । କ୍ଷମତାର ଅପବ୍ୟବହାର କରି ବିବାହିତାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ପ୍ରତିବାଦ କଲେ ସରକାରୀ କଣ୍ଟ୍ରୋଲ ରୁମ୍ ଫୋନ୍ରେ ଦିଆଯାଉଛି ଧମକ । କଟକରେ ନିରାଶ ହେବା ପରେ ଅତିଷ୍ଠ ବିବାହିତା ଜଣକ ନ୍ୟାୟ ପାଇଁ ଭୁବନେଶ୍ୱର ମହିଳା ଥାନାର ଦ୍ଵାରସ୍ଥ । ପଦବୀ ସିନା ଏ.ଏସ୍.ଆଇ, ହେଲେ ଦବଙ୍ଗଗିରି ଦେଖାଇବାରେ ଝୋଙ୍କ ବେଶ୍ ତାଙ୍କର । ଲୋକଙ୍କୁ … Continue reading କୋଭିଡ କଣ୍ଟ୍ରୋଲ ରୁମ୍ରୁ କ୍ରାଇମ୍: ପ୍ରଥମେ ପ୍ରେମ ନିବେଦନ, ନମାନିବାରୁ ଧମକ
Copy and paste this URL into your WordPress site to embed
Copy and paste this code into your site to embed