ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମକାରୀଙ୍କୁ ଗୁଳି କଲା ପୋଲିସ

ହାଇଦ୍ରାବାଦ: ପୋଲିସର ଏନକାଉଣ୍ଟରରେ ୪ ଦୁଷ୍କର୍ମକାରୀ ନିହତ । ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ଘଟଣାସ୍ଥଳକୁ ପୋଲିସ ଅଭିଯୁକ୍ତଙ୍କୁ ଡେମୋ ପାଇଁ ନେଇଥିଲା । କିନ୍ତୁ, ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଫଳରେ ଧସ୍ତାଧସ୍ତି ପରେ ପୋଲିସ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ।ଗତ ନଭେମ୍ବର ୨୮ ରାତିରେ ଡାକ୍ତରାଣୀଙ୍କୁ ଅତି ବୀଭତ୍ସ ଭାବେ ଗଣଦୁଷ୍କର୍ମ କରିବା ସହ ଦୁର୍ବୃତ୍ତ ଜୀଅନ୍ତା … Continue reading ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମକାରୀଙ୍କୁ ଗୁଳି କଲା ପୋଲିସ