କରୋନା ରୋଗୀଙ୍କୁ କାଟୁ କଲାନି ପ୍ଲାଜମା ଥେରାପି, ବୁଜିଲେ ଆଖି

ମୁମ୍ବାଇ: ମହାମାରୀ କରୋନାକୁ ନେଇ ଦୁନିଆ ଆତଙ୍କ ଭିତରେ ରହିଛି । ଭ୍ୟାକ୍ସିନ୍ ପ୍ରସ୍ତୁତି ପାଇଁ ସମସ୍ତ ଗବେଷଣା ଜାରି ରହିଛି । ଅନ୍ୟପଟେ କରୋନା ରୋଗୀଙ୍କୁ ସୁସ୍ଥ କରିବାକୁ ଚିକିତ୍ସକ ଆପଣାଉଛନ୍ତି ବିଭିନ୍ନ ପନ୍ଥା । ଦିଲ୍ଲୀରୁ ଟ୍ରାଏଲ୍ ଭାବେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ ହୋଇଛି । ବୁଧବାର ରାତିରେ ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମେଡିକାଲ ପକ୍ଷରୁ ମିଳିଥିବା … Continue reading କରୋନା ରୋଗୀଙ୍କୁ କାଟୁ କଲାନି ପ୍ଲାଜମା ଥେରାପି, ବୁଜିଲେ ଆଖି