ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର
କଟକ: ଗରିବ, ଅଭାବୀ ଲୋକଙ୍କ ପାଇଁ Piece of cloth, lots of warmth ( ଖଣ୍ଡିଏ କପଡ଼ା, ଢେର ସାର ଉଷ୍ମତା) ନାଁରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ସେ ଗରିବ, ଅଭାବୀ ଲୋକଙ୍କ ପାଇଁ ବିଭିନ୍ନ ଇଚ୍ଛୁକ ଲୋକଙ୍କ ଠାରୁ ପୁରୁଣା ବସ୍ତ୍ର ସଂଗ୍ରହ କରିଛନ୍ତି । ସ୍ୱେଚ୍ଛାକୃତଭାବେ ଗରିବଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଟକରେ … Continue reading ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର
Copy and paste this URL into your WordPress site to embed
Copy and paste this code into your site to embed