ଆଗକୁ ବଢ଼ିପାରେ ପେଟ୍ରୋଲ ଦର, କାହିଁକି ଜାଣନ୍ତୁ

କରୋନା ପାଇଁ ସାରା ଦେଶରେ ଲଡାଉନ । ଏବେ ରାସ୍ତାରେ ଗାଡ଼ି ମଟର ଯିବା ଆସିବାରେ ବହୁତ ପରିମାଣ ହ୍ରାସ ପାଇଛି। ଯାହାଫଳରେ ଲୋକେ ଏବେ ପେଟ୍ରୋଲର ବ୍ୟବହାର ଖୁବ କମାଇ ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ପେଟ୍ରୋଲ ର ମୂଲ୍ୟ ହ୍ରାସ ପାଇନାହିଁ। ଆଜି ମଧ୍ୟ (13 ଏପ୍ରିଲ 2020), ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କରୋନା ଭାଇରସ୍ କାରଣରୁ ଅଶୋଧିତ ତେଲର ମୂଲ୍ୟ … Continue reading ଆଗକୁ ବଢ଼ିପାରେ ପେଟ୍ରୋଲ ଦର, କାହିଁକି ଜାଣନ୍ତୁ