ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ
ଚେନ୍ନାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲୀ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ମାମଲା ରୁଜୁ ସହ ମକଦ୍ଦମା ଚଲାଇବା ପାଇଁ ମାଡ୍ରାସ ହାଇକୋର୍ଟରେ ପିଟିସନ୍ ଦାଖଲ । ଅନ୍ଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍ ଏହି ପିଟିସନ୍ ଦାଖଲ କରିଛନ୍ତି । ବିରାଟ ଓ ତମନ୍ନାଙ୍କୁ ଗିରଫ କରିବା ସହିତ ଅନ୍ଲାଇନ୍ ଜୁଆକୁ ବ୍ୟାନ୍ … Continue reading ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ
Copy and paste this URL into your WordPress site to embed
Copy and paste this code into your site to embed