ସଙ୍କଟରେ ବିଶ୍ୱ…ଇଟାଲୀରୁ ଆମେରିକା ସବୁଠି କରୋନା ଆତଙ୍କ
ବିଶ୍ୱରେ କରୋନା ପ୍ରକୋପ ବଢିବାରେ ଲାଗିଛି । ଆମେରିକା, ଇଟାଲୀ, ସ୍ପେନରେ ଏବେ ସ୍ଥିତି ସଙ୍ଗୀନ ଥିବା ବେଳେ ସାରା ବିଶ୍ୱରେ ୮ ଲକ୍ଷ ୩୮ ହଜାର ୬୧ ଜଣଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ଲକ୍ଷେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ଅପରପକ୍ଷରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ନୂଆ କେସ ସାମ୍ନାକୁ ଆସିଛି । ଆଗକୁ ଆମେରିକାରେ ସ୍ଥିତି … Continue reading ସଙ୍କଟରେ ବିଶ୍ୱ…ଇଟାଲୀରୁ ଆମେରିକା ସବୁଠି କରୋନା ଆତଙ୍କ
Copy and paste this URL into your WordPress site to embed
Copy and paste this code into your site to embed