କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…

ନୂଆଦିଲ୍ଲୀ: କାଲି ସଂସଦ ଅଧିବେଶନ ବସିବ । କରୋନା କାଳର ବିଳମ୍ୱ ପରେ ସରକାର ସଂସଦ ଅଧିବେଶନ ପାଇଁ ନିଷ୍ପତ୍ତି ନେଲେ । ହେଲେ ପ୍ରଶ୍ନ କାଳକୁ ଅନୁମତି ମିଳିଲାଣି । ପ୍ରଶ୍ନ କାଳ ନରହିଲେ କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ କମିବ ବୋଲି କହି ବିରୋଧୀ ସରକାରଙ୍କୁ ପ୍ରଶ୍ନ କଲେ । ତେବେ ପ୍ରଶ୍ନକୁ ଲୁଚିବା ପାଇଁ ହେଉ କିମ୍ୱା କରୋନା ବେଳେ ସ୍ୱାସ୍ଥ୍ୟଜନିତ ଦାୟିତ୍ୱବୋଧ ଦେଖାଇବା ପାଇଁ ହେଉ, ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଲେ । … Continue reading କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…