ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର: ଆଜି ମହିଳା କମିଶନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁର୍ଷ୍କମ ମାମଲାକୁ ନେଇ ରଖିବେ ପକ୍ଷ । କେମିତି ଘଟିଥିଲା ଘଟଣା,ଗଣଦୁର୍ଷ୍କମ ନେଇ ନିରୀହ ମାଆ ଅଭିଯୋଗ କରିବା ପରେ ଆଇନର ପରାମର୍ଶ ନେବାକୁ କହିଥିଲେ ନା ନାହିଁ ? ଏମ୍‌ଡି ନାବାଳିକାଙ୍କ ମାଆଙ୍କୁ ଅଫିସକୁ କାହିଁକି ବାରମ୍ବାର ଡାକୁଥିଲେ ? ଏ ସବୁର ଉତ୍ତର ଜାଣିବା ପାଇଁ ମହିଳା କମିଶନଙ୍କ ପକ୍ଷରୁ ଜଗି ମଙ୍ଗତ … Continue reading ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା