ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ
ଭୁବନେଶ୍ୱର: ପୁଣି ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା । ପୂର୍ବରୁ ଦାଦାଗିରି କରି ବେଆଇନ ଭାବେ ଜମି ହାତେଇଥିଲେ । ଏବେ ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବିଦା କରିଛନ୍ତି । ଯାହାର ପ୍ରତିବାଦରେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି । କର୍ମଚାରୀଙ୍କୁ କାର୍ଯ୍ୟରୁ ବାରଣ କରିବା ଅଭିଯୋଗରେ ଧାରଣା ଦେଇଛନ୍ତି କର୍ମଚାରୀ । ଗତକାଲି ଧମକ ଚମକ ଦେବା ଅଭିଯୋଗରେ ସଂସ୍ଥାର ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ … Continue reading ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ
Copy and paste this URL into your WordPress site to embed
Copy and paste this code into your site to embed