ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ସାରୁଆ ଜମି କେଳେଙ୍କାରୀ ମାମଲାରେ ଓଟିଭିର ସିଏଫ୍ଓ ମନୋରଞ୍ଜନ ଷଡଙ୍ଗୀ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ରବିବାର ତାଙ୍କୁ ଲଗାତର ଜେରା କରିବା ପରେ ଗିରଫ କରାଯାଇଥିବା ଜଣାପଡିଛି । ସାରୁଅରେ ଓଟିଭି ଏବଂ ଏହାର କର୍ତ୍ତୃପକ୍ଷଙ୍କ ଦ୍ୱାରା ଚଞ୍ଚକତାର ସହ ଅନୁସୂଚିତ ଜାତି(ଏସସି) ବ୍ୟକ୍ତିଙ୍କ ଜମି ଅକ୍ତିଆର କରିଥିଲେ । ଏନେଇ ପ୍ରଥମେ ସ୍ଥାନୀୟ ବାଘମାରୀ ପୋଲିସ ଅନୁସନ୍ଧାନ କରୁଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା । କ୍ରାଇମବ୍ରାଞ୍ଚ … Continue reading ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର