ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ୪.୦ ଆରମ୍ଭ ଜାରି ରହିଛି । ଏହାସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୯୪୦ ମାମଲା ରୁଜୁ ହୋଇଛି ଏବଂ ୧୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ହଜାରେ ୧୩୯କୁ ବୃଦ୍ଧି ପାଇଛି ଯେଉଁଥିରେ ୩ ହଜାର ୧୬୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ହଜାର ୧୭୪ଜଣ ଲୋକ ଆରୋଗ୍ୟ … Continue reading ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
Copy and paste this URL into your WordPress site to embed
Copy and paste this code into your site to embed