ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିବା ନେଇ ବିଧାନସଭାରେ ଘମାଘୋଟ ଆଲୋଚନା । ବିରୋଧୀ ଏ ପ୍ରସଙ୍ଗରେ ଦୁଇ ସରକାରୀ ଅଧିକାରୀଙ୍କୁ କାଠଗଡ଼ାକୁ ଟାଣିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି । ତେବେ ଟଙ୍କା ସୁରକ୍ଷିତ ଅଛି ଓ ଏହା ଫେରିବା ନେଇ କେନ୍ଦ୍ର ଆଶ୍ୱସ୍ତି ଦେଇଥିବା ଅର୍ଥମନ୍ତ୍ରୀ କହିଥିଲେ । ତେବେ ଆଜି ବିଧାନସଭା ବାହାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଟଙ୍କା ସୁରକ୍ଷିତ … Continue reading ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍
Copy and paste this URL into your WordPress site to embed
Copy and paste this code into your site to embed