ମହଙ୍ଗା ପଡ଼ିଲା ଫେସବୁକରେ ପ୍ରେମ ନିବେଦନ, ଯୁବକଙ୍କୁ ଖୁବ୍ ଛେଚିଲେ ମହିଳା ଓ ସମ୍ପର୍କୀୟ
ଭଦ୍ରକ/ଭୁବନେଶ୍ୱର: ପ୍ରଥମେ ବନ୍ଧୁତା, ପରେ ପ୍ରେମ ନିବେଦନ । ହେଲେ ଏହା ମହଙ୍ଗା ପଡ଼ିଛି । ମହିଳାଙ୍କଠାରୁ ନିର୍ଧୁମ ମାଡ଼ ଖାଇଛନ୍ତି ଯୁବକ । ଭଦ୍ରକ ବନ୍ତ ଛକର ଏହି ଘଟଣାରେ ପୋଲିସ ମହିଳାଙ୍କ ୨ ସମ୍ପର୍କୀୟଙ୍କୁ ଗିରଫ କରିଛି । ଏପଟେ ରାଜଧାନୀରେ ମାତିଛନ୍ତି ଲେଡି ବ୍ଲାକ୍ ମେଲର୍ । ସମ୍ପର୍କ ବଢ଼ାଇବା ପରେ ଘରକୁ ଡାକି ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ଜଣେ ଯୁବ ଇଞ୍ଜିନିୟର ଫସିବା ପରେ ଅନ୍ୟ ଉପାୟ ନପାଇ ହାଇକୋର୍ଟଙ୍କ … Continue reading ମହଙ୍ଗା ପଡ଼ିଲା ଫେସବୁକରେ ପ୍ରେମ ନିବେଦନ, ଯୁବକଙ୍କୁ ଖୁବ୍ ଛେଚିଲେ ମହିଳା ଓ ସମ୍ପର୍କୀୟ
Copy and paste this URL into your WordPress site to embed
Copy and paste this code into your site to embed