ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ରାଜ୍ୟର ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଓଡ଼ିଶା ପ୍ରତି … Continue reading ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି