OTV ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବଢ଼ୁଛି ଅଡ଼ୁଆ, ଗିରଫ ଦାବି କରି କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ବିକ୍ଷୋଭ
ଭୁବନେଶ୍ୱର: ରାଜଧାନୀର ନାବାଳିକା ଗଣଦୁର୍ଷ୍କମ ଓ ସାରୁଅ ଜମି ଦୁର୍ନୀତି ମାମଲାରେ ଅଡ଼ୁଆରେ ପଡ଼ିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଏନେଇ ରାଜ୍ୟର ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ଏବଂ ବ୍ୟକ୍ତି ବିଶେଷ ତାଙ୍କ ଗିରଫ ଦାବି କରିଛନ୍ତି । ସେହି କ୍ରମରେ ରାଜଧାନୀରେ ଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ଓଡିଶା ଲୋକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହ କ୍ରାଇମବ୍ରାଞ୍ଚ ଜରିଆରେ ପୋଲିସ ଡିଜିଙ୍କୁ ଦୁଇଟି ସଙ୍ଗୀନ ମାମଲାର ତୁରନ୍ତ … Continue reading OTV ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବଢ଼ୁଛି ଅଡ଼ୁଆ, ଗିରଫ ଦାବି କରି କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ବିକ୍ଷୋଭ
Copy and paste this URL into your WordPress site to embed
Copy and paste this code into your site to embed