ଡିସେମ୍ୱର ୩୧ ଯାଏଁ ବିଧାନସଭାର ଶୀତ ଅଧିବେଶନ: ଦୈନିକ ସାଢ଼େ ୪ ଘଣ୍ଟା ବସିବ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଅଧିବେଶନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଅଧିବେଶନ । ପ୍ରଶ୍ନ କାଳ ହେବ କି ନାହିଁ ସେ ନେଇ ସ୍ଥିର ହୋଇନାହିଁ । ବିଧାନସଭାର ସମସ୍ତ କର୍ମଚାରୀ, ସାମ୍ବାଦିକ ଓ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ କି ନାହିଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିଆଯିବ ବୋଲି ସୂଚନା ବାଚସ୍ପତି ସୂର୍ଯ୍ୟନାରାୟଣ … Continue reading ଡିସେମ୍ୱର ୩୧ ଯାଏଁ ବିଧାନସଭାର ଶୀତ ଅଧିବେଶନ: ଦୈନିକ ସାଢ଼େ ୪ ଘଣ୍ଟା ବସିବ ଅଧିବେଶନ