ଲକ୍ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ
ଭୁବନେଶ୍ୱର: କରୋନା କାୟା ବଦଳାଇ ଦେଇଛି ଜୀବନ । ଲକ୍ ଡାଉନ୍ ରହିଛି ଓଡ଼ିଶାର ୧୪ ଜିଲ୍ଲା ଓ ୮ ସହର । କରୋନା ସଂକ୍ରମଣ ରୋକିବାକୁ ଲକ୍ ଡାଉନକୁ କଡ଼ାକଡ଼ି କରାଯାଇଛି । ଜୀବନ ଯୁଦ୍ଧରେ କରୋନା ଠାରୁ ଜିତିବାକୁ ନିଆଯାଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ଦେଲେ ସବୁକିଛି ବନ୍ଦ ରହିଛି । ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ନାହିଁ । କେନ୍ଦ୍ର ସରକାର ସ୍ଥିତିର ସମୀକ୍ଷା କରି … Continue reading ଲକ୍ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ
Copy and paste this URL into your WordPress site to embed
Copy and paste this code into your site to embed