ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..

ଭୁବନେଶ୍ୱର: ଗଭର୍ଣ୍ଣର ହାଉସ୍‌ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ଏହାର ପ୍ରଭାବରେ ରାଜଭବନର କାଚ ଭାଙ୍ଗିଥିବା ଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟପକ କ୍ଷୟ କ୍ଷତି ହୋଇଛି । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକଙ୍କୁ କୌଣସି ପ୍ରକାର ନିଆଁ ଲଗାଇବା ପାଇଁ ମନା କରାଯାଇଛି । ଏହାସହ ସନ୍ଧ୍ୟା ଯାଏଁ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ପୁଣି ଥରେ ବିପଦ ଆଶଙ୍କାକୁ … Continue reading ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..