କଙ୍ଗନାଙ୍କ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଓକିଲ

ଝାରସୁଗୁଡ଼ା: ମହଙ୍ଗାପଡ଼ିଲା ଫେସବୁକରେ ଓକିଲଙ୍କ ଆପତ୍ତିଜନକ ମନ୍ତବ୍ୟ । ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଗିରଫ କରିବାକୁ ଝାରସୁଗୁଡ଼ା ଓକିଲ ସଂଘର ଦାବି । ଗତ ୧୭ ତାରିଖ ଝାରସୁଗୁଡ଼ାର ମେହେନ୍ଦୀ ରେଜା ନାମକ ଜଣେ ଓକିଲ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫେସ୍ବୁକ ପୋଷ୍ଟ ତଳେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ସଂଗଠନ ତରଫରୁ ମେହେନ୍ଦୀ ରେଜାଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା … Continue reading କଙ୍ଗନାଙ୍କ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଓକିଲ