ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେବାକୁ ଓଟିଭି ଏମ୍‌ଡିଙ୍କୁ ପୁଣି ଥରେ ନୋଟିସ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ପୁଣି ନୋଟିସ କରାଯାଇଛି । ଡିସିପିଙ୍କ ମାଧ୍ୟମରେ ହାଜର ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ ଜାରି କରିଛନ୍ତି । ବ୍ୟକ୍ତିଗତ କିମ୍ବା ଭର୍ଚୁଆଲରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ।   ୧୪ ତାରିଖରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ମାମଲାର ଶୁଣାଣି କରିବେ । ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି … Continue reading ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେବାକୁ ଓଟିଭି ଏମ୍‌ଡିଙ୍କୁ ପୁଣି ଥରେ ନୋଟିସ